| ଓଡ଼ିଆ ଭାଷାଜ୍ଞାନ ପରୀକ୍ଷା |
|
|
| ‘ଆମ ଓଡ଼ିଶା’ର ପ୍ରତିଷ୍ଠା ଦିନରୁ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାକୁ ଆମେ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷାଜ୍ଞାନ ପରୀକ୍ଷା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ହସ୍ତାକ୍ଷର ପରୀକ୍ଷା କରିଆସୁଛୁ ଏହି ପରୀକ୍ଷା ଗୁଡିକୁ ନିୟମିତ ଭାବରେ କରିବା ପାଇଁ ‘ମୋ ଖାତା’ ଯୋଜନାକୁ ପରୀକ୍ଷା ସହ ଯୋଡାଯାଇଛି ଏହି ପରୀକ୍ଷା ଗୁଡିକ ପାଇଁ କୌଣସି ପ୍ରବେଶିକା ଫି ରଖାଯାଇ ନାହିଁ |
|
|
|