| ୨୦୦୩: |
ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ |
| ପ୍ରସଙ୍ଗ: ଜାତୀୟ କବି ଜୟଦେବ ଓ ଓଡ଼ିଶା |
| ୨୦୦୪: |
ଶ୍ରୀ ପ୍ରଫେସର ମନୋରଂଜନ ମହାନ୍ତି |
| ପ୍ରସଙ୍ଗ: ଉଦ୍ଦୀପ୍ତ ଓଡ଼ିଶା: ସଙ୍କଟ ଓ ସମ୍ଭାବନା |
| ୨୦୦୫: |
ଶ୍ରୀ ଜଗଦାନନ୍ଦ |
| ପ୍ରସଙ୍ଗ: ନୂଆଓଡ଼ିଶା ଗଠନରେ ନାଗରିକ ସମାଜର ଭୂମିକା |
| ୨୦୦୬: |
ଶ୍ରୀ ହରପ୍ରସାଦ ଦାସ |
| ପ୍ରସଙ୍ଗ: ସଭ୍ୟତାର ସଂକ୍ରମଣ: ଜ୍ଞାନଯୁଗରେ ଜାତି ଓ ଦେଶ |
| ୨୦୦୭: |
ଡାକ୍ତର କବି ପ୍ରସାଦ ମିଶ୍ର |
| ପ୍ରସଙ୍ଗ: ଓଡ଼ିଶାର ସଂସ୍କୃତି, ପ୍ରଗତି ଓ ନିଷ୍କ୍ରିୟତା |
| ୨୦୦୮: |
ଶ୍ରୀ ଲଳିତ ମାନସିଂହ |
| ପ୍ରସଙ୍ଗ: ଓଡ଼ିଶା, ଭାରତ ଏବଂ ବିଶ୍ବ |
| ୨୦୦୯: |
ପ୍ରଫେସର ପ୍ରଭାତ ପଟ୍ଟନାୟକ |
| ପ୍ରସଙ୍ଗ: ଖାଦ୍ୟ ଓ ଅର୍ଥନୀତି |
| ୨୦୧୦: |
ଶ୍ରୀ ଯତୀନ୍ ଦାସ |
| ପ୍ରସଙ୍ଗ: ଆମ ଓଡ଼ିଶା, ଆମେ ଓଡ଼ିଆ |
| ୨୦୧୧: |
ଡକ୍ଟର କୈଳାସ ଚନ୍ଦ୍ର ମିଶ୍ର |
| ପ୍ରସଙ୍ଗ: ଓଡ଼ିଶାର ନାଗରିକ ସମାଜକୁ ଏକ ଶକ୍ତ ଧକ୍କା ଦରକାର |
| ୨୦୧୨: |
ଡକ୍ଟର ରମାକାନ୍ତ ପଣ୍ଡା |
| ପ୍ରସଙ୍ଗ: ଓଡ଼ିଶା ଓ ଓଡ଼ିଆ: ସେଇ ଜାତି ଅଛି, ସ୍ବପ୍ନ କାହିଁ? |
| ୨୦୧୩: |
ପ୍ରଫେସର ମନୋଜ ଦାସ |
| ପ୍ରସଙ୍ଗ : ‘ଶ୍ରୀଜଗନ୍ନାଥ କିମ୍ବଦନ୍ତୀ: ଏକ ଭବିଷ୍ୟତଧର୍ମୀ ପରମ୍ପରା’ |
| ୨୦୧୪: |
ଶ୍ରୀଜୁକ୍ତ ଚନ୍ଦ୍ରଶେଖର ରଥ |
| ପ୍ରସଙ୍ଗ : ଏକ ମୁକ୍ତ ଚିନ୍ତନ : ଆମ ପରିଚୟର ଭିତ୍ତିଭୂମି |
| ୨୦୧୫: |
ଡକ୍ଟର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ |
| ପ୍ରସଙ୍ଗ : ଓଡ଼ିଆ ଭାଷା: ଆଜି ଓ ଆସନ୍ତାକାଲି |
| ୨୦୧୬: |
ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ |
| ପ୍ରସଙ୍ଗ : ମୁଁ ପ୍ରଥମେ ଓଡ଼ିଆ |
| ୨୦୧୭: |
ଗଜପତି ମହାରାଜ ଦିବ୍ୟସିଂହ ଦେବ |
| ପ୍ରସଙ୍ଗ : ଓଡ଼ିଶାର ଗୌରବମୟ ଐତିହ୍ୟ |
| ୨୦୧୮: |
ଶ୍ରୀଜୁକ୍ତ ଆର. ବାଲାକ୍ରିଷ୍ଣନ |
| ପ୍ରସଙ୍ଗ : ଶ୍ରୀଜଗନ୍ନାଥ: ବହୁତାର ଦିବ୍ୟସ୍ବରୂପ |
| ୨୦୧୯: |
ପ୍ରସନ୍ନ କୁମାର ଦାଶ |
| ପ୍ରସଙ୍ଗ : ଓଡ଼ିଆ ସଂସ୍କୃତି ଓ ସ୍ବାଭିମାନ |
| ୨୦୨୨: |
ପ୍ରଫସର କିଶୋର କୁମାର ବଶା |
| ପ୍ରସଙ୍ଗ : ଓଡ଼ିଆର ଐତିହ୍ୟ: ଅତୀତ, ବର୍ତ୍ତିମାନ ଓ ସମ୍ଭାବନା |
| ୨୦୨୩: |
ଦେବଦାସ ଛୋଟରାୟ |
| ପ୍ରସଙ୍ଗ : ମଧୁବାବୁ: ସମୟ ପ୍ରବାହ |