୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
ଆମ ଲକ୍ଷ୍ୟ
  • ଓଡ଼ିଆ ଭାଷାର ସୁରକ୍ଷା ଓ ବୃଦ୍ଧି ୤
  • ଓଡ଼ିଆ ଜୀବନର ସର୍ବାଙ୍ଗୀନ ବିକାଶ ୤
ଗତବର୍ଷ ଆମେ ହାସଲ କରିଛୁ :
  • ସ୍ବେଚ୍ଛା ରକ୍ତଦାନ – ୪୫,୦୨୬ ୟୁନିଟ୍/ ୮୨୮ ଶିବିର
  • ଭାଷାଜ୍ଞାନ ଓ ହସ୍ତାକ୍ଷର ପରୀକ୍ଷା ଯୋଗଦେଇଥିବା ଛାତ୍ରଛାତ୍ରୀ – ୭୫,୧୫୭ (୩୪୨ଟି ପରୀକ୍ଷା କେନ୍ଦ୍ରରେ)
  • ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀ – ୩,୦୭୮
  • ପରୀକ୍ଷାପତ୍ର ମୂଲ୍ୟାୟନ କାର୍ଯ୍ୟକ୍ରମରେ ଭାଗନେଇଥିବା ଶିକ୍ଷକ/ଶିକ୍ଷୟତ୍ରୀ – ୧,୦୨୬
  • ‘ଆମ ବହି’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରକାଶିତ ନୂତନ ପୁସ୍ତକ - ୫୫
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |