ଆମ ସଂଗଠନ
ଆମ ପରିଚୟ ଓ ସଂକଳ୍ପ
ଆମ ଲକ୍ଷ ୨୦୧୨-୨୦୧୩
ପ୍ରତିଷ୍ଠାତା ସଦସ୍ୟ
ଆମ ଓଡ଼ିଶା ସଦସ୍ୟ
ଆଞ୍ଚଳିକ ଶାଖା
ଭାଷାଜ୍ଞାନ
କାହିଁକି ଓ କିପରି
ପରୀକ୍ଷା ଓ ଫଳାଫଳ
ରକ୍ତଦାନ
ଅଭିଯାନ ସଂପର୍କରେ
ଶିବିରର ବିବରଣୀ-୨୦୧୧
ଶିବିରର ବିବରଣୀ-୨୦୧୨
ଶିବିରର ବିବରଣୀ-୨୦୧୩
ମତ ଦାନ
ଆମ ଅଭିଯାନ
ଆମ କର୍ଯ୍ୟକ୍ରମ
ଭୋଟର ତାଲିକା
ଯୁବ ବାହିନୀ
ଯୁବ ବାହିନୀର ସଂକଳ୍ପ
ମୋ ଖାତା
ଆମ ବହି
ଆମ ପରିବାର
ସମ୍ବାଦ
କନକ ଟିଭି
ଇଷ୍ଟର୍ଣ୍ଣ ମିଡିଆ
ରେଡିଓ ଚକଲେଟ୍
କେ.ଏମ୍.ବି.ବି
ସୋମାକ୍
୧୧ ମେ ୨୦୧୩ ତାରିଖ ସୁଦ୍ଧା ମୋଟ ଶିବିର ସଂଖ୍ୟା ୨୫୫, ମୋଟ ରକ୍ତ ସଂଗ୍ରହ ୧୫,୦୦୨ ୟୁନିଟ୍ // ପ୍ରକାଶ ପାଇଲା ଏ ବର୍ଷର ଆମପାଞ୍ଜି(୨୦୧୩-୧୪) ମୂଲ୍ୟ ମାତ୍ର ୨୦ ଟଙ୍କା ଖୁବ୍ ଶୀଘ୍ର ଆପଣଙ୍କ ଅଞ୍ଚଳର ସମ୍ବାଦ ବିତରକଙ୍କଠାରୁ ଏହା ସଂଗ୍ରହ କରନ୍ତୁ
‘ମୋ ଖାତା’ ଯୋଜନା
‘ମୋ ଖାତା’ କାର୍ଯ୍ୟକ୍ରମ ‘ଆମ ଓଡ଼ିଶା’ର ଏକ ଅଭିନବ ପ୍ରୟାସ ଓଡ଼ିଶାର ଭାଷା, ପରିଚୟ, ସାହିତ୍ୟ ଓ ସଂସ୍କୃତିକୁ ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ମନରେ ଯଥାର୍ଥ ଭାବରେ ପ୍ରେବେଶ କରାଇବା ପାଇଁ ‘ମୋ ଖାତା’ ମାଧ୍ୟମରେ ଏକ ପ୍ରଚ୍ଛନ୍ନ ପ୍ରଚେଷ୍ଟା କରାଯାଉଛି ଏହି ପ୍ରକ୍ରିୟାରେ ଦଶଗୋଟି ଖାତା ପ୍ରସ୍ତୁତ ହୋଇଛି ଏଥିରେ ଓଡ଼ିଶାର ସଂସ୍କୃତି, ଜନଜୀବନ, ସଫଳତା ଓ ଐତିହ୍ୟର ଝଲକ ସହିତ ଅତି ପରିଚିତ ଓ ପ୍ରିୟ କେତେଗୋଟି ଦେଶାତ୍ମବୋଧକ ଗୀତ ଓ ଜଣାଣ କୁ ସ୍ଥାନ ଦିଆଯାଇଛି ଏହି ଖାତାଗୁଡିକ ପିଲାମାନଙ୍କ ପାଖରେ ପହଞ୍ଚିବା ଦରକାର ବାହରକୁ ବ୍ୟବସାୟ ପରି ଦିଶୁଥିବା ଏ କାର୍ଯ୍ୟକ୍ରମଟି ପ୍ରକୃତରେ ଖାତା-ବେପାର ନୁହେଁ, ଅଧିକନ୍ତୁ ଓଡ଼ିଶା-ପରିଚୟର ପ୍ରସାର ପାଇଁ ଉଦ୍ଦିଷ୍ଟ ଏକ ଯୋଜନା-ଯାହା କି ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ଲାଗି ଏକ ସୁନ୍ଦର ଭିତ୍ତି ପ୍ରସ୍ତୁତ କରିବ ଜଣେ ବୟସ୍କ ବ୍ୟକ୍ତି ମଧ୍ୟ ଏ ଖାତାଗୁଡିକରେ ଥିବା ବିଷୟବସ୍ତୁ ପଢିଲେ ତାର ଉପଯୋଗିତା ଅନୁଭବ କରିପାରିବେ
ମୋ ଖାତା ଯୋଜନାର ଦଶଗୋଟି ଖାତା
ଆମ ଭାସ୍କର୍ଯ୍ୟ
ଆମ ନୃତ୍ୟ କଳା
ଆମ ପର୍ଯ୍ୟଟନସ୍ଥଳୀ
ଆମ ପର୍ବପର୍ବାଣି
ଆମ ବିପ୍ଳବୀ ବୀର
ଆମ ସାହିତ୍ୟରଥୀ
ଆମ ସ୍ବାଧୀନତା ସେନାନୀ
ଆମ ଜନଜାତି
ଆମ ଆଧୁନିକ ଓଡ଼ିଶା
ଆମ ଖେଳାଳୀ
ସତ୍ବ ଅଧିକାର © ୨୦୧୧, ଆମ ଓଡ଼ିଶା
ଗୁରୁତ୍ବପୁର୍ଣ୍ଣ ୱବସାଇଟ୍
|
ଘୋଷଣାନାମା
|
ସର୍ତ୍ତାବଳୀ
|
ଲଗ୍ଇନ୍