୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
ଭୋଟର ତାଲିକା
 
ଭୋଟର ତାଲିକାରେ ଆପଣଙ୍କ ନାଁ ଅଛି ତ?
ଭୋଟର ତାଲିକାରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ନାଗରିକଙ୍କ ନାମ ପଞ୍ଜୀକୃତ ହୋଇଥାଏ ୤ ଯଦି ଆପଣ ଭୋଟର ତାଲିକାରେ ନିଜର ନାମ ନ ପାଆନ୍ତି, ତେବେ ନିଜର ନାମ ପଞ୍ଜୀକରଣ କରାଇବାପାଇଁ ଫର୍ମ-୬ ପୂରଣକରି ନିଜ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ପାଖରେ ଆବେଦନ କରିବାକୁ ହେବ ୤
 
ଫର୍ମ-୬ ପାଇବା ପାଇଁ ଏଠାରେ କ୍ଳିକ୍ କରନ୍ତୁ
ଆପଣ ନିଜ ସଂମ୍ପର୍କରେ କୌଣସି ତଥ୍ୟର ସଂଶୋଧନ ଚାହାନ୍ତି କି?
ଆପଣଙ୍କ ନାଁ, ସାଙ୍ଗିଆ, ମଝିନାମ, ଘର ନମ୍ବର, ବୟସ, ଲିଙ୍ଗ ଆଦି କୌଣସି ତଥ୍ୟ ଭୋଟର ତାଲିକାରେ ଭୁଲ୍ ଭାବେ ଲିପିବଦ୍ଧ ହୋଇଥିଲେ ଆପଣ ଫର୍ମ-୮ ଦ୍ବାରା ସଂଶୋଧନ ପାଇଁ ଆବେଦନ କରିପାରିବେ ୤ ଆପଣ ନିଜ ନିର୍ବାଚନ ମଣ୍ଡଳୀ ଭିତରେ ଘର ବଦଳାଇଥିଲେ ଫର୍ମ-୮(ଏ) ଦାଖଲ କରିବେ ୤
 
ଫର୍ମ-୮ ପାଇବା ପାଇଁ ଏଠାରେ କ୍ଳିକ୍ କରନ୍ତୁ
ଫର୍ମ-୮(ଏ) ପାଇବା ପାଇଁ ଏଠାରେ କ୍ଳିକ୍ କରନ୍ତୁ
 
ଯଦି ଅନ୍ୟକୌଣସି ବ୍ୟକ୍ତିଙ୍କର ନାମ ଭୁଲ୍ ରେ ତାଲିକାରେ ଲିପିବଦ୍ଧ ଅଛି, ତାଙ୍କ ନାମକୁ କଟାଇବାପାଇଁ ଫର୍ମ-୮ ମାଧ୍ୟମରେ ଆବେଦନ କରିପାରିବେ ୤
 
ଫର୍ମ-୭ ପାଇବା ପାଇଁ ଏଠାରେ କ୍ଳିକ୍ କରନ୍ତୁ
 
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |