ଭୋଟର ତାଲିକା |
|
|
|
ଭୋଟର ତାଲିକାରେ ଆପଣଙ୍କ ନାଁ ଅଛି ତ? |
ଭୋଟର ତାଲିକାରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ନାଗରିକଙ୍କ ନାମ ପଞ୍ଜୀକୃତ ହୋଇଥାଏ ଯଦି ଆପଣ ଭୋଟର ତାଲିକାରେ ନିଜର ନାମ ନ ପାଆନ୍ତି, ତେବେ ନିଜର ନାମ ପଞ୍ଜୀକରଣ କରାଇବାପାଇଁ ଫର୍ମ-୬ ପୂରଣକରି ନିଜ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ପାଖରେ ଆବେଦନ କରିବାକୁ ହେବ |
|
ଫର୍ମ-୬ ପାଇବା ପାଇଁ ଏଠାରେ କ୍ଳିକ୍ କରନ୍ତୁ |
|
ଆପଣ ନିଜ ସଂମ୍ପର୍କରେ କୌଣସି ତଥ୍ୟର ସଂଶୋଧନ ଚାହାନ୍ତି କି? |
ଆପଣଙ୍କ ନାଁ, ସାଙ୍ଗିଆ, ମଝିନାମ, ଘର ନମ୍ବର, ବୟସ, ଲିଙ୍ଗ ଆଦି କୌଣସି ତଥ୍ୟ ଭୋଟର ତାଲିକାରେ ଭୁଲ୍ ଭାବେ ଲିପିବଦ୍ଧ ହୋଇଥିଲେ ଆପଣ ଫର୍ମ-୮ ଦ୍ବାରା ସଂଶୋଧନ ପାଇଁ ଆବେଦନ କରିପାରିବେ ଆପଣ ନିଜ ନିର୍ବାଚନ ମଣ୍ଡଳୀ ଭିତରେ ଘର ବଦଳାଇଥିଲେ ଫର୍ମ-୮(ଏ) ଦାଖଲ କରିବେ |
|
ଫର୍ମ-୮ ପାଇବା ପାଇଁ ଏଠାରେ କ୍ଳିକ୍ କରନ୍ତୁ |
|
ଫର୍ମ-୮(ଏ) ପାଇବା ପାଇଁ ଏଠାରେ କ୍ଳିକ୍ କରନ୍ତୁ |
|
ଯଦି ଅନ୍ୟକୌଣସି ବ୍ୟକ୍ତିଙ୍କର ନାମ ଭୁଲ୍ ରେ ତାଲିକାରେ ଲିପିବଦ୍ଧ ଅଛି, ତାଙ୍କ ନାମକୁ କଟାଇବାପାଇଁ ଫର୍ମ-୮ ମାଧ୍ୟମରେ ଆବେଦନ କରିପାରିବେ |
|
ଫର୍ମ-୭ ପାଇବା ପାଇଁ ଏଠାରେ କ୍ଳିକ୍ କରନ୍ତୁ |
|